Odia-Oraon-Kisan-Sabdakosh
ଗାଁ ଲୋକ ଏକଜୁଟ୍ ହୋଇ ରାସ୍ତା ମରାମତି କଲେ
ଡିହିନ୍ତା ଆଲାର ଅଣ୍ଠାଣସାନ ମାଞ୍ଜାରଆରୁ ପାବୁ ତିଆର କାମଚାର
ପାଦାନ୍ତା ଆଲାର ନେଲୁଟ୍ ମାନାରକି ହାହରେନ କାମଚାର
ମିଟର ଦୂରତା ମାପିବାର ଏକକ ଅଟେ
ମିଟର ଗେଚ୍ଛା ହୟନାଘି ଏକକଦ୍
ମିଟର ଗେଚ୍ଛା ନାପନାଘି ଏକକଦ୍ ହିକେ
ଏଇଠି ବସି ମୁଁ ନିତି ବହି ପଢ଼େ
ଇସାନ ଅକ୍କା ଆରୁ ଏନ୍ ରୋଜ ବହି ପାଢ଼ଦାନ୍
ଇସାନ ଅକ୍କାରକି ଏନ୍ ରୋଜ ବହି ପାଡ଼ଦାନ୍
ଆମ ଗ୍ରାମରୁ ମୁଁ ଏକଲା କଲେଜ ଯାଏ
ଏମ୍ହାଏ ପାଡାନ୍ତି ଏନ୍ ଅଥାନ କଲେଜ କାଦାନ
ଏମ୍ହାଏ ପାଦ୍ଧାତି ଏନ୍ ଅତ୍ଖାନ କଲେଜ କାନ୍ଦାନ
ଏମନ୍ତ କରି ଦେଖାଅ, ଯାହା ଦେଖି ଲୋକ ଖୁସି ହେବେ
ଇନ୍ନେ କାମା ଏଦା ଯେ, ଅଲାର ଏରର୍ ଆରୁ ଖୁସି ମାନର
ଇନ୍ନେ କାମା ଏଦା ଯେ, ଅଲାର ଏରାର୍ କି ଖୁସି ମାନର
ଆକ୍କୁନ ପାଠ ପାଢ଼ାନାଘି ବେଡାଦ୍
ଆକ୍କୁନ ପାଠ ପାଢ଼ାନାଘି ବେଡା ହିକେ
ଏଟିଏମ୍ରୁ ଯେ କୌଣସି ସମୟରେ ଟଙ୍କା ଉଠାଯାଏ
ଏଟିଏମ୍ନ୍ତି ଏକିନ ବାକେନ ରୁପିୟା ଅଥ୍ରା କାଇ
ଏଟିଏମ୍ନ୍ତି ଏକାଆମବାକି ରୁପିୟା ଅଥ୍ରା ଅଙ୍ଗୟାରି
ଏନ୍ତୁଡ଼ିଶାଳ ଆମ ଜନ୍ମସ୍ଥାନ ଅଟେ
ହାଦ୍ଦୁ ମାନ୍ନା ଏଡ଼ପାଦ୍ ନାମହାଏଁ ଜନମ କୁଠାଦ୍
କୁନ୍ଦୁରକା ଏଡ଼ପା ନାମହାଏଁ ଭୁୟାଁରୀ ହିକେ
ଆଜିକାଲି ଏକଟଙ୍କିଆ ନୋଟ ଦେଖାଯାଏ ନାହିଁ
ଇନ୍ନାନେଲା ଟଙ୍କିକିଆ ଲୋଟ ମା ଏଥ୍ରି
ଇନେଲା ଓନରୁପିୟା ଲୋଟ ମା ଇଥ୍ରି