Odia-Oraon-Kisan-Sabdakosh
ମୋ ମିଠେଇର ଅର୍ଦ୍ଧକ ଅଂଶ ସାନଭାଇକୁ ଦେଲି
ଏଙ୍ଘାଏ ମିଠେଘି ଆଧାଭାଗ ଛୋଟେ ଭାଇସିନ୍ ଚିଚ୍କାନ୍
ଏଙ୍ଘାଏ ମିଠାଘି ଅନଖାଣା ସାନ୍ନ ଭାଇସ୍ଗେ ଚିଚ୍କାନ
ଆମ ଗ୍ରାମରେ ଅନେକ ଅଭାବୀ ଲୋକ ଅଛନ୍ତି
ଏମ୍ହାଏ ଡ଼ିହିନୁ ଏଉଁଟା ଅଭାବି ଆଲାର ଆତ୍ଲାର
ଏମ୍ହାଏ ପାଦ୍ଦାନୁ ଏଉଁଟା ଅଭାବି ଆଲାର ଆତ୍ଲାର
ଧୂମ ପାନର ଅପକାରିତା ଅତି ଭୟଙ୍କର
ଏମ୍ହାଏ ରଜୀନୁ ଯେତେନନ୍ତି ବାଡ଼ାକା ନ୍ୟାୟ ବିଚାର ଆତଲିଦା
ବିଡ଼ି ସିଗ୍ରେଟ୍ ଓନ୍ନ୍ନାନୁ ଭାୟାଙ୍କାର ଆଓଗୁନ ରାଇ
ନାଲଖୁ କାମୁରଗେ ଅଭାବ ମା ରାଇଦ୍
କାମିୟାର ଗେ ଏନ୍ଦରାହୁଁ ଅଭାବ ମାନାନି
ଆମେ ଧାର୍ମିକର ଅନୁସରଣ କରିବା ଉଚିତ
ନାମ ଧାର୍ମିକସିନ ଏରିକିରି କାମନା କାଥାଦ୍
ନାମ ଧାରାମ ଆଗୁଆ ସିନ ଏରାକି ଗୁଡ଼ିୟାନ ଦାଓ
ମଦ୍ୟପାନ ହେତୁ ତାଙ୍କର ଅକାଳରେ ମୃତ୍ୟୁ ହେଲା
ଆରଖି ହାପ୍ନା ଲାଗାନ ତାଙ୍ଘାଏ ଅସମୟନୁ ଜୀୟା କେରାଦ
ଆରଖ ଓନ୍ନା ଚାଲ୍ତେ ତାଙ୍ଘା ବେସାମାୟଁନୁ ନିୟା କେରା
ଅଶ୍ୱତଥ୍ ଗଛର ଛାଇ ଭାରି ଥଣ୍ଡା ଲାଗେ
ଚିଠା ମାନୁନ୍ନ୍ତା ଅଁଠୁଦ୍ ମୁରୁକ୍ ଥାଣ୍ଡା ଲାଗିଦ୍
ଚିଟ୍ଖା ମାନ୍ନେନ୍ତା ଏଖ୍ ଆନାଇତ ପଣହା ଲାଗି
ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୁଏ
କଥାବାର୍ତ୍ତା ଲାଗିନ୍ ସାମାସ୍ୟା ସାମାଧାନ ମାନିଦ୍
କାଛନାଖାରନା ଆଖ୍ନାତ ସାମାସ୍ୟା ସାମାଧାନ ମାନି
ଚାଷୀମାନେ ଜମିରୁ ଫସଲ ଆଦାୟ କରନ୍ତି
ଚାଷୀ ଜାମାର ହାଲୁନ୍ତି ଫସଲ ଆଦାୟ କାମନାୟ
ଚାଷୀରଅ ଖାଲ୍ଲେନ୍ତି ଫାସାଲ ଆଦାୟ ନାନାଇ
ପିତାମାତା ନିଜ ପିଲାକୁ ଆଖିରେ ରଖିବା ଉଚିତ
ବାଙ୍ଗ ଆୟାଙ୍ଗ ନିଜ ହାଦୁସିନ ନଜରନୁ ଉଇନା କାଥା
ଆୟାଂ ବାଙ୍ଗାର ତାଙ୍ଗଆ ଖାଦ୍ଦାରାନ୍ ନାଜାଇରନୁ ଭଇନା କାଥା