logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

abolish
ଉଚ୍ଛେଦ କରିବା

above par
ଅଧିମୂଲ୍ୟ

abrasion
ଘର୍ଷଣ ଜନିତ କ୍ଷୟ

abridged notation
ସଂକ୍ଷିପ୍ତ ସଂକେତନ

absenteeism
ଅନୁପସ୍ଥିତିତ୍ୱ, ଅନୁପସ୍ଥାନ

absolute
ସମ୍ପୂର୍ଣ୍ଣ, ନିରଙ୍କୁଶ

absolute advantage
ନିରଙ୍କୁଶ ସୁବିଧା

absolute ownership
ପୂର୍ଣ୍ଣ ମାଲିକାନା

absolute security
ପୂର୍ଣ୍ଣ ସୁରକ୍ଷା

absolute acceptance
ନିରଙ୍କୁଶ ସ୍ୱୀକୃତି


logo