logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

active life reserve
ସକ୍ରୀୟ ଜୀବନ ବୀମା ସଞ୍ଚିତି

active policy
ସକ୍ରୀୟ ପଲିସି

active stock
ସକ୍ରୀୟ ଷ୍ଟକ, ସକ୍ରିୟ ମାଲ

active bond
ସକ୍ରୀୟ ବଣ୍ଡ/ ତମସୁକ/ ବନ୍ଧ ପତ୍ର

active competition
ତୀବ୍ର ପ୍ରତିଯୋଗିତା

active market
ସକ୍ରୀୟ ବଜାର

active trade balance (=favourable balance of tade)
ଅନୁକୂଳ ବାଣିଯ୍ୟ ସମତୁଳନ

activity based cost
କାର୍ଯ୍ୟ ଭିତ୍ତିକ ପରିବ୍ୟୟ

activity ratio
କାର୍ଯ୍ୟକଳାପ ପରୀକ୍ଷଣ ଅନୁପାତ

activity ratio
ସକ୍ରିୟତା ଅନୁପାତ


logo