logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

actualreceipts
ବାସ୍ତବ ପ୍ରାପ୍ତି

actuarial department
ଜୀବନ ବୀମା ଗଣନା ବିଭାଗ

actuarial science
ଜୀବନ ବୀମା ମୂଲ୍ୟନିର୍ଦ୍ଧାରଣତ୍ମକ ବିଜ୍ଞାନ

actuarial valuation
ଜୀବନ ବୀମା ଗଣନାକାରୀ ଙ୍କ ମୂଲ୍ୟାଙ୍କନ

actuary
ଜୀବନ ବୀମା ଗଣନାକାରୀ

ad hoc
କାମଚଳା, ସାମୟିକ, ଆଡ଼ହକ୍‍

ad hoc licensing
ଆଡ଼ହକ୍‍ ଅନୁମତି/ ଅନୁଜ୍ଞପ୍ତି

ad hoc treasury bills
ଅସ୍ଥାୟୀ ବା ଆଡ଼ହକ୍‍ ଟ୍ରେଜେରୀ ହୁଣ୍ଡି

ad man
ବିଜ୍ଞାପନ କାରୀ

ad valorem import duty
ମୂଲ୍ୟ ଭିତ୍ତିକ ଆମଦାନୀ ଶୁଳ୍କ


logo