logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

naked debenture (simple debenture)
ସାଧାରଣ ଋଣପତ୍ର

name day (ticket day)
ଟିକେଟ ଦିନ

named perils
ସାମୁଦ୍ରିକ ବିପତ୍ତି

named policy
ନାମିତ ପଲିସି, ନିଦ୍ଦିଷ୍ଟ ପଲିସି

narration
ସଂକ୍ଷିପ୍ତ ବ୍ୟାଖ୍ୟା, ଟିପ୍‌ପଣୀ

narrow area of demand
ସୀମିତ ଚାହିଦା କ୍ଷେତ୍ର

narrow line of product
ସୀମିତ ଶ୍ରେଣୀ ଦ୍ରବ୍ୟ

narrow market
ସୀମିତ ବିପଣନ/ବଜାର

nascent industry
ନବଜାତ ଉଦ୍ୟୋଗ ଶିଳ୍ପ

national advertisement
ରାଷ୍ଟ୍ରୀୟ ବିଜ୍ଞାପନ


logo