logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

S.O.S. (save our soul)
ସଙ୍କଟ ସନ୍ଦେଶ

sabotage
ଆନ୍ତର୍ଘାତୀ କାର୍ଯ୍ୟ, ଅନ୍ତର୍ଘାତୀ କାର୍ଯ୍ୟ କରିବା

sack
ଅଖା, ବସ୍ତା

sacrifice
ତ୍ୟାଗ, ତ୍ୟାଗ କରିବା

safe
ନିରାପଦ, ଲୁହା ସିନ୍ଦୁକ

safe custody deposit
ସୁରକ୍ଷାର୍ଥ ଜମା

safe guard
ରକ୍ଷା ଉପାୟ, ରକ୍ଷା କରିବା

safety measures
ନିରାପତ୍ତା ଉପାୟ

safety of capital
ପୁଞ୍ଜିର ସୁରକ୍ଷା

sagging
ଦର ହ୍ରାସ, ଦର ହ୍ରାସ କରଣ


logo