logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

abatement
ହ୍ରାସ, ଉପଶମନ

abatement of duty
ଶୁଳ୍‍କହ୍ରାସ

abatement of purchase money
କ୍ରୟଧନ ରାଶି ହ୍ରାସ

ABC analysis
ଏ.ବି.ସି. ବିଶ୍ଳେଷଣ

abetment
ଅସତ୍‌ କାର୍ଯ୍ୟରେ ସହାୟତା, ଅସତ୍‌ ପ୍ରବର୍ତ୍ତନା

abeyance
ସ୍ଥଗିତ, ସ୍ଥଗନ

abnormal
ଅସ୍ୱାଭାବିକ, ଅନିୟମିତ

abnormal curve
ଅସ୍ୱାଭାବିକ ବକ୍ରରେଖା

abnormal loss
ଅସ୍ୱାଭାବିକ କ୍ଷତି

aboard
ଯାନ (ରେଳ, ଜାହାଜ, ନୌକା ଇତ୍ୟାଦି) ଉପରେ


logo