logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

accured income
ପ୍ରୋଦ୍‌ଭୂତ ଆୟ, ଉପାର୍ଜ୍ଜିତ ଆୟ

achievment test
ସଫଳତା ପରଖ

acid and chemical
ଅମ୍ଳ ଓ ରାସାୟନିକ

acid test ratio
କଷଟି ଅନୁପାତ, ଏସିଡ଼ ପରୀକ୍ଷଣ ଅନୁପାତ

acknowledgment
ପ୍ରାପ୍ତି ସ୍ୱୀକାର

acquisition
ଅକ୍ତିଆର, ଅଧିକାର ଭୁକ୍ତ

acquisition cost
ସମ୍ପତ୍ତି ବା ବ୍ୟବସାୟ ଅର୍ଜନ ସମ୍ବନ୍ଧୀୟ ପରିବ୍ୟୟ

acquittance
ଋଣ ମୋଚନ, ଅଭିମୁକ୍ତି ନିସ୍ତାରଣ ପତ୍ର

acquittance roll
ନିସ୍ତାରଣ ନାମାବଳୀ

across the board
ଚତୁର୍ଦ୍ଦିଗ


logo