logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

appraisal
ମୂଲ୍ୟାୟନ, ସମୀକ୍ଷଣ

appraisement
ମୂଲ୍ୟ ନିରୂପଣ, ଶକ୍ତି ନିର୍ଣ୍ଣୟ

appreciation
ମୂଲ୍ୟ ବୃଦ୍ଧି, ପ୍ରଶଂସା, ଅଧିବୃଦ୍ଧି

appreciation of cost
ପରିବ୍ୟୟର ବୃଦ୍ଧି

appreciation of currency
ଚଳନ୍ତି ମୁଦ୍ରାର ମୂଲ୍ୟ ବୃଦ୍ଧି

apprentice
ଶିକ୍ଷା ନବିସ

apprentice premium
ଶିକ୍ଷା ନବିସ ପ୍ରିମିୟମ/ ଅଧିବେତନ

approach
ଅନୁରୋଦଧ କରିବା, ସାକ୍ଷାତ କରିବା, ସାମାପ୍ୟ, ଆଭିମୂଖ୍ୟ

appropriate authority
ସମୁଚିତ ପ୍ରାଧିକାରୀ

appropriation
ବଣ୍ଟନ, ଉପଯୋଗ


logo