logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

amalgamated
ସମ୍ମିଳିତ

amalgamation
ମିଶ୍ରଣ, ସମ୍ମେଳନ, ସଂଯୋଗ କରଣ

ambiguity
ଦ୍ୱିଅର୍ଥବୋଧତା, ଅସ୍ପଷ୍ଟତା

ambiguous
ଅନେକାର୍ଥକ, ଦ୍ୱିଅର୍ଥବୋଧକ

amenities
ସୁବିଧା ସୁଯୋଗ, ସୁଖଦାୟକ ବସ୍ତୁ, ସ୍ୱଚ୍ଛନ୍ଦନ ବସ୍ତୁ

american clause
ଆମେରିକୀୟ ବୀମାଧାରା

amortisation (amortization)
ପରିଶୋଧନ, ବିଲୋପନ, ବିଲୟନ

amortisation fund
ପରିଶୋଧନ ନିଧି ପାଣ୍ଠି

amortised loan
ପରିଶୋଧିତ ଋଣ

amortised mortgage
ପରିଶୋଧିତ ବନ୍ଧକ


logo