logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

all round price
ସକଳ ମୂଲ୍ୟ, ସମୁଦାୟ ମୂଲ୍ୟ

all water
ଆଦ୍ୟନ୍ତ ଜଳ ମାର୍ଗ

allegation
ଅଭିଯୋଗ, ଦୋଷାରୋପ

allied product
ସହ-ବଦ୍ଧ ଉତ୍ପାଦ

alligation
ମିଶ୍ର ପ୍ରକ୍ରିୟା/ ମିଶ୍ରଣ / ଅଭିଯୋଗକାରୀ

allocation
ବଣ୍ଟନ, ବିନିଧାନ

allonge
ସଂଯୁକ୍ତ ପାର୍ଚ୍ଚା ପଚ୍ଛଦା

allotee
ଆବଣ୍ଟନ ଗ୍ରାହୀ

allotment
ଆବଣ୍ଟନ

allotment book
ଆବଣ୍ଟନ ପୁସ୍ତକ


logo