logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

agency coupled with interest
ସ୍ୱାର୍ଥ ନିହିତ ଅଭିକରଣ

agency credit journal
ଅଭିକରଣ ଆକଳନ ଜାବେଦା, ଏଜେନ୍‍ସି କ୍ରେଡ଼ିଟ ଜର୍ଣ୍ଣଲ

agency debit journal
ଅଭିକରଣ ଆକଳନ ଜାବେଦା, ଏଜେନ୍‍ସି ଡ଼େବିଟ୍‍ ଜର୍ଣ୍ଣଲ

agency ledger
ଅଭିକରନ ଖତିୟାନ

agency tariff
ଅଭିକରଣ ପ୍ରଶୁଳ୍କ

agenda
କାର୍ଯ୍ୟସୂଚୀ

agent
ଅଭିକର୍ତ୍ତା

agent's code number
ଅଭିକର୍ତ୍ତାଙ୍କ ସାଙ୍କେତିକ ସଂଖ୍ୟା

agent's confidential report
ଅଭିକର୍ତ୍ତାଙ୍କର ଗୋପନୀୟ ରିପୋର୍ଟ (ବିବରଣୀ)

agent's jurisdiction
ଅଭିକର୍ତ୍ତାଙ୍କ ଇଲାକା


logo