logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Saura Sabdakosh

ଅ‌ଇନା
ତାରାଗିଜ୍‌ନା
ଅ‌ଇନାରେ ନିଜର ମୁହଁ ଦେଖାଯାଏ
ତାରାଗିଜ୍‌ନା ଲିଙାନ୍‍ ମୁକ୍‌କାନ୍‍ ଗିଜ୍‌ତାତି

ଅନିଦ୍ରା
ଏର୍‌ଡିମାଡ୍‌ନା
ମୁଁ ଅନିଦ୍ରା ହୋ‌ଇ ରହିଲି
ଏର୍‌ ଡିମାଡ୍‌ଲେନ୍‌ବେ ଡାକୁଲେନାଇ

ଅନୁମତି
ଆନଡେନ୍‍
ମୁଁ ବାପାଙ୍କଠାରୁ ଅନୁମତି ପାଇଲି
ଓବ୍ଞେନ୍‍ ସାରିଂ ଆନଡେନ୍‍ ଞାଂଲାଇ

ଅପରାଧ
ଏର୍‌ବାନାଂସା
ମୁଁ ଅପରାଧ କରିବି ନାହିଁ
ଏର୍‌ବାନାଂସା ବାରାନ୍‍ ଞେନ୍‍ ଆଡ୍‌ଲୁମାଇ

ଅପବିତ୍ର
ଏର୍‌ମାରିଡ୍‍
ଅପବିତ୍ର କର୍ମ କଲେ ଲଜ୍ଜା ପାଇବ
ଏର୍‌ମାରିଡ୍‍ ବାରାନ୍‍ ଲୁମ୍‌ଲେନ୍‌ଡେନ୍‌ ଗାନାବ୍‍ର‌ଇଜାନ୍‍ ଞାଂତାବି

ଅବିବାହିତା
ଏର୍‌ସିଡ଼୍‍ରୁଂନା
ସେହି ଯୁବତୀ ଅବିବାହିତ
କୁନ୍‍ ଆଡ଼ାଂଗାଡ଼ା ଏର୍‌ସିଡ଼୍‍ରୁଂନା

ଅମାର
ଗୁଲୁମି ସିଂ
ଅମାରରେ ଧାନ ସଞ୍ଚୟ କରି ରଖନ୍ତି
ଗୁଲୁମି ସିଂ ଲିଙାନ୍‍ ବିତ୍‌ତିନ୍‌ ତାର୍‌ତୁମ୍‌ତେଜି

ଅମାବାସ୍ୟା
ଆପାଞିଡ଼୍‍ଗାଇ
ଗତକାଲି ଅମାବାସ୍ୟା ଥିଲା
ରୁବାନ୍‍ ଆତଗାଲ ପାଞିଡ଼ଗାଇଜ୍‌ଲେ

ଅରଖ
ପାରାକ୍‌କା
ଅରଖର ଖିରରେ ଔଷଧ ରହିଛି
ପାରାକ୍କା ନିବାନ୍‍ ଆଡ଼ୁବ୍‍ ରେଗାମାନ୍‍ ଡ଼ାକୁ

ଅଳିଆ
ଆଡ଼ିଲ୍‍
ମୋ ଘରେ ଅଳିଆ କରି ରଖେନାହିଁ
ସିଂ ଞେନ୍‍ ଆଡ଼ିଲ୍‌ଡାମ୍‍ ଆଡ଼୍‍ଡ଼ାକ୍‌କୁଆ‌ଇ


logo