logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Saura Sabdakosh


ନ‌ଇଁବା
ଆଡ଼ୁଙଗୁବା
ବୁଢ଼ିଟି ନ‌ଇଁ ନ‌ଇଁ ବାଡ଼ି ଧରି ଚାଲେ
ତାଲାଇବା ବ‌ଐଜାନ୍‍ ଡୁଙ୍‌ଗୁ ଡ଼ୁଙ୍‌ଗୁଲେ ଡ଼ାଙ୍‌ଗୁନ୍‍ ଞାମ୍‌ଲେ ଞାଁତେନ୍‍

ନଖ
ଆକ୍‌କାର୍‌ସି
ସପ୍ତାହକୁ ଥରେ ନଖ କାଟନ୍ତୁ
ବତାର୍‍ ବତାର୍‍ ଆକ୍‌କାରସିନ୍‍ ଗଡ଼୍‌ବା

ନକ୍ଷତ୍ର
ତୁଇତୁଇଜ୍‍
ରାତିରେ ଅନେକ ନକ୍ଷତ୍ର ଦେଖାଯାଏ
ତାଗାଲାନ୍‍ ଆତେଙ୍‍ ତୁଇତୁଇଜାନ୍‌ଜି ଗିଜ୍‌ତାତେ

ନଡ଼ିଆ
ପାୟାଡ଼ି
ନଡ଼ିଆର ତିନୋଟି ଆଖି ଥାଏ
ପାୟଡ଼ିନ୍‍ ୟାଗି ଆମାଡ଼ାନ୍‍ ଡ଼ାକୁତେ

ନର୍ଭକି
ତଙ୍‌ସେଡ଼୍‌ମାର
ନର୍ତ୍ତକ ନୃତ୍ୟ କରେ
ତଙ୍‌ସେଙ୍‌ ମାରାନ ତଂସେଂତେନ୍‍

ନମସ୍କାର
ଲିମ୍‍ ସି (ଲିମ୍‌ତାମ୍‍)
ମୁଁ ତୁମକୁ ନମସ୍କାର ଜଣାଏ
ଞେନ୍‍ ଲିମ୍‍ ସିତାମ୍‍

ନରହତ୍ୟା
ତୁଆବ୍‌ମାର୍‍
ନରହତ୍ୟା ମହାପାପ
ତୁଆବ୍‌ ମାରାନ୍‍ ସୁଡ଼ା ଡ଼ୁସା

ନାକ
ମୁଉଁ
ସମସ୍ତଙ୍କର ନାକ ଥାଏ
କୁଡ଼କୁବ୍‍ ମାନ୍‌ରା ମୁଉଁନ୍‍ ଡ଼ାକୁତେ

ନାତୁଣୀ
ଉଡ଼୍‌ଲେଙ୍‍ ଅନ୍‌ଞେନ୍‍
ମୋର ଗୋଟିଏ ନାତୁଣୀ ଅଛି
ଉଡ଼୍‌ଲେଙ୍‍ ଅନ୍‌ ଞେନ୍‍ ଆବ‌ଐ ଡାକୁ


logo