logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Saura Sabdakosh


ପକାଇବା
ଆପିଡ଼ବା
ବାଇଗଣ ଗଛରେ ଖତ ପକାଇବା
ଆନ୍‌ଡ଼ାରାଇଜ୍‍ ନେବ୍‍ ଲିଙ୍‌ନ୍‍ ଆସଙ୍‍ତାଙାନ୍‍ (କାଇତାମାନ୍‍) ଆପିଡ଼୍‌ବା

ପଖାଳ
ତୁଂଡ଼ା କୁଡ଼ୁନ୍‍
ଆଜି ମୁଁ ପଖାଳ ଖାଇଲି
ନାମି ଞ୍ଜେନ୍‍ ତୁଙ୍‌ଡ଼ା କୁଡ଼ୁନ୍‍ ଗାଲାଇ

ପଘା
ତାନଲ୍‍
ପଘାରେ ଗାଈ ବନ୍ଧାଯାଏ
ତାନଲାନ୍‍ ବାତ୍‌ତେ ଆୟାଂତାଙାନ୍‍ ତବାଡ଼୍‌ତେଜି (ତଲ୍‌ବାଡ୍‌ତେଜି)

ପାଚିବା
ଗୁଉର୍‌ରେ
ମୁଁ ପାଚିଲା ଆମ୍ବ ଖାଇଲି
ଞେନ୍‍ ଆଗୁର୍‍ ଉଡ଼ାନ୍‍ ଜୁମ୍‌ଲାଇ

ପଚାରିବା
ଓୟାଲ୍‍ ନେତେ
ଆମେ ଜଣକୁ ପଚାରିବା
ଆନ୍‌ଲେନ୍‍ ବ ମାନ୍‌ରା ଆଡ଼ଙ୍‍ ଓୟାଲ୍‌ନେତେ

ପଛରେ
ତିକ୍‌କି (ଜୁଲୁ)
ଜଣଙ୍କ ପଛରେ ଗାଳି ଦେବ ନାହିଁ
ବମାନ୍‌ରା ଆଡଙ୍‍ ତିକ୍‌କି କାଇଞଡ଼ଙ୍‍

ପର୍ଜିବା
ଆସାର୍‌ଗାଇବା
ତରକାରୀ ପର୍ଜିବା ଦରକାର
ଞିଡାବ୍‍ ତଙାନ୍‍ ଆସାର୍‍ ଗାଇ ବେନ୍‍ ଡ଼େତେ

ପଢିବା
ଆକେନଲ୍‌ବା
ଆସ ବହି ପଢିବା
ଜାବା କାମ୍‍ ବଲାନ୍‍ ଆକେନଲ୍‌ବା

ପ୍ରସ୍ତାବ
ପାଙ୍‌ଲାଙ୍‌ବେରମାର୍‍
ଶ୍ୟାମ ଶବରଙ୍କ ପ୍ରସ୍ତାବକୁ ରାମ ସମର୍ଥନ କଲା
ଶ୍ୟାମ ଶବର ଆପାଙ୍‌ଲାଙ୍‌ ବେରାନ ବାତ୍‌ତେ ରାମ ଶବର ଜାଲେ ଅଡ଼େ‌ଏତେନ୍‍


logo