logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Saura Sabdakosh

ଖଡ଼ାସାଗ
ଅନେଡ଼ାଂବ୍‍
ଖଡ଼ାସାଗ ବଜାରରେ ବିକ୍ରୀ ହୁଏ
ଅନେଙାବାନ୍‍ ସାଇଞତା ଲିଙାନ୍‌ତାନେମାନ୍‍ ଡ଼େତେ

ଖଟ
ସାନ୍‌ଡ଼ି
ଜଣେ ରୋଗୀଙ୍କୁ ଖଟ ଉପରେ ଶୋ‌ଇବାକୁ ମିଳେ
ବ ବିମ୍‌ବିମ୍‍ ମାରାନ୍‍ ସାନ୍‌ଡ଼ି ଲିଙାନ୍‍ ଆଡ଼ିମାଡ଼୍‌ନାବେନ୍‍ ଞାଙ୍‌ତେ

ଖର୍ଚ୍ଚ
ଞାରାନିନାନ୍‍
ମୋ ପାଖରେ ଥିବା ଟଙ୍କା ସବୁ ଖର୍ଚ୍ଚ ହେଲା
ମାଙ୍‌ବାଞେନ୍‍ ଆଡ଼ାକୁଲେନ୍‍ ଆତାଂକା କୁଡ଼ୁବ୍‍ ଞାରାନିନାଲିଙାନ୍‍ ଆଞିଡ଼୍‌ଲେ

ଖଟପୁଆ
ସାନ୍‌ଡ଼ି ଜେଙ
ଗୋଟିଏ ଖଟପୁଆ ବଦଳାଇବାକୁ ହେବ
ଆବ‌ଐ ସାନ୍‌ଡ଼ି ଜେଙାନ୍‍ ଆବାନ୍‌ଡ଼ାବେନ୍‍ ଡ଼େତେ

ଖା

ଖାଇବା
ଗାଗାନାନ୍‍
ତୁମେ ଖାଇଲ କି, ହଁ ମୁଁ ଖାଇ ସାରିଲି
ଆମାନ୍‍ ଗାଗଆଲେନ୍‍ ପ ଉଉଞେନ୍‍ ଗାଗାଲେନାଇ

ଖାଇବା ଘର
ଗାରାଗାନା ସିଂ
ଖାଇବା ଘର ସଫାସୁତୁରା ରଖିବାକୁ ହେବ
ଗ୍ରାରାଗାନା ସିଙାନ୍‍ ମାରିଡ଼୍‍ ଆଡ଼ାକ୍‌କୁବେନ୍‍ ଡେତେ

ଖାଲିହାତ
ଆରିକ୍‌କା ସିନ୍‍
ଭଗବାନଙ୍କୁ ଦର୍ଶନ କରିବାବେଳେ ଖାଲି ହାତରେ ଯାଆନ୍ତୁ ନାହିଁ
କିତୁଙାନ‍ ଆମାଙବାନ୍‍ ଆରିକକା ସିନ୍‍ ରପ୍‌ତି ଆଡ଼୍‌ନିୟେଜି

ଖି

ଖିଅର କରିବା
ଆକୁଙନାବା
ଦାଢି ବଢିଲେ ଭଣ୍ଡାରି ପାଖରେ ଖିଅର କରନ୍ତି
କୁରୁତାମାନ୍‍ ମାରାଙଲେନ୍‍‌ଡ଼େନ୍‍ କୁଙ କୁଙ ବବ ମାରାନ୍‍ ଆମାଙ୍‍ ଇୟଲେ କୁଙ୍‌ତେନ୍‌ଜି


logo