logo
भारतवाणी
bharatavani  
logo
Knowledge through Indian Languages
Bharatavani

Odia-Saura Sabdakosh

ଇଚ୍ଛା
ଇତ୍‌ସୁମ୍‍
ମୁଁ ପାଠ ପଢିବାକୁ ଇଚ୍ଛା କରୁଛି
ଞେନ୍‍ ଞାଂ ଞାଂନାବେନ୍‍ ଆସାନ୍‍ ଇତ୍‌ସୁମ୍‍ ତାଇ

ଇଟା
ପିଡ଼ାଗାଲ୍‍ଲା
ମୁଁ ଇଟାଘର ତିଆରି କରିବି
ଞେନ୍‍ ପିଡ଼ାଗାଲ୍‌ଲା ସିଙାନ୍‍ ସାବ୍‌ଜାତାଇ (ଗୁତୁଲ୍‌ତାଇ)

ଇନ୍ଦ୍ରଧନୁ
ଇନିଲ୍‌ବଙ୍ (ଇଞ୍ଜିଲ୍‌ବଙ୍)(ଇଲିମ୍‌ବଙ୍)
ଇନ୍ଦ୍ରଧନୁ ସାତ ପ୍ରକାର ଚିହ୍ନଅଛି
ଇନିଲ୍‌ବଙାନ୍‌ ଗୁଲ୍‌ଜି ଜାନାବ୍‍ ଆରାବ୍‌ମାଡାନ୍‍ ଡାକୁ


ଈଶ୍ୱର
କିତୁଙ୍‍ (କେତୁଙ୍‍)
ଈଶ୍ୱରଂକ ଠାରେ ପ୍ରାର୍ଥନା କର
କିତୁଙାନ‍ ଆମାଂବାନ୍‍ ଗାର୍‌ବେର୍‌ନାବା


ଉଇ
ତାର୍‌ମାଲ୍‍
ଘରର ଛାତ ସବୁ ଉଇ ଖାଇଦେଲେ
ବାଲିଡାଂନ୍‍ କଡ଼୍‌ଡ଼ୁବ୍‍ ତାର୍‌ମାଲାନ୍‌ଜି ଜୁମାଇଲେଜି

ଉକାଳିବା
ବାଇଜ୍‌ବାଇଜ୍‍
ଜଣେ ପିଲା ମୋ ଦେହରେ ଉକାଳି ଦେଲା
ବ ପାସିଜାନ୍‍ ଡ‌ଅଙ୍‍ ଲିଂ ଞେନ୍‍ ବାଇଜ୍‍ ବାଇଜ୍‌ନେତେନ୍‍

ଉକୁଣୀ
ଇଇ
ଏହି ପିଲାଙ୍କ ମୁଣ୍ଡରେ ବେଶି ଉକୁଣୀ ଅଛି
କାନି ଆପାସିଜ୍‍ ଆବବ୍‌ଲିଙ୍‍ ଆତେଙ୍‍ ଇଇନ୍‍ ଡାକୁ

ଉଚ
ଲାଂକା
ଉଚ୍ଚ ପର୍ବତରେ କୂହୁଡ଼ି ସବୁବେଳେ ଲାଗିରହେ
ଲାଂକା ବରୁ ଲିଙାନ୍‍ ତଡଙ୍‍ ତାରୁବାନ୍‍ ଡାକୁତେ


logo