logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

top down budgeting
ଅଧୋଗାମୀ ଆକଳନ ବ୍ୟବସ୍ଥା

tort
ଅପରାଧମୂଳକ କର୍ମ; ଦୁଷ୍କର୍ମ; ଆଇନଖିଲାପ, (ଆଇନଗତ)

total creditor's account
ମୋଟ ମହାଜନ ହିସାବ

total debtor's account
ମୋଟ ଖାତକ ହିସାବ

total disability
ସମ୍ପୂର୍ଣ୍ଣ ଅସାମର୍ଥ୍ୟ

total loss
ସମ୍ପୂର୍ଣ୍ଣ କ୍ଷତି

touch and stay clause
ସ୍ପର୍ଶ ଏବଂ ରହଣି ଧାରା

touch turning
ସ୍ପର୍ଶ ସମାଯୋଜନା

touch typewriter
ସ୍ପର୍ଶ ଟାଇପକରଣ

tourist fare
ପର୍ଯ୍ୟଟକ ଭଡ଼ା


logo