logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

trade ledger
ବ୍ୟାପାରିକ ଖତିୟାନ

trade mark
ବ୍ୟାପାରିକ ସଙ୍କେତ, ବ୍ୟାପାରିକ ଛାପ

trade mark
ବ୍ୟାପାରିକ ସଙ୍କେତ

trade name
ବ୍ୟାପାରିକ ନାମ

trade opportunity
ବ୍ୟାପାରିକ ସୁବିଧାସୁଯୋଗ

trade premium
ବ୍ୟାପାରିକ ପ୍ରିମିୟମ (ବିମାକିସ୍ତି)

trade protection associaation
ବ୍ୟାପାରିକ ସୁରକ୍ଷା ସଂଘ

trade reference
ବ୍ୟାପାରିକ ପ୍ରସଙ୍ଗ ସୂଚନା

trade risk
ବେପାର ସଙ୍କଟ

trade route
ବେପାର ମାର୍ଗ


logo