logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

trade blockade
ବୈପାରିକ ଅବରୋଧ, ବାଣିଜ୍ୟିକ ପ୍ରତିବନ୍ଧକ

trade character
ବ୍ୟାପାରିକ ସ୍ଵଭାବ

trade charges account
ବେପାର ପ୍ରଭାବ ହିସାବ

trade classification
ବେପାର ଶ୍ରେଣୀକରଣ

trade creditor
ବ୍ୟାପାରିକ ମହାଜନ

trade cycle
ବେପାର ଚକ୍ର

trade description
ବେପାର ବର୍ଣ୍ଣନା

trade directory
ବେପାର ନାମାଧି ପଞ୍ଜିକା

trade enquiry
ବ୍ୟାପାରିକ ଅନୁସନ୍ଧାନ

trade expenses account
ବ୍ୟାପାରିକ ବ୍ୟୟ ହିସାବ


logo