logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

liquidity preference
ତରଳତା ଅଗ୍ରାଧିକାର

list of stores
ସାମଗ୍ରୀ ସୂଚୀ ବା ତାଲିକା

list price
ସୂଚୀତ ଦର

listed stock
ସୂଚୀଭୁକ୍ତ ଷ୍ଟକ

live stock
ଜୀବନ୍ତ ସମ୍ଭାର

lloyd's agent
ଲଏଡ଼ଙ୍କର ଅଭିକର୍ତ୍ତା

lloyd's machinery certificate (L.M.C)
ଲଏଡ଼ଙ୍କର ଯନ୍ତ୍ରପାତି ପ୍ରମାଣପତ୍ର

lloyd's policy
ଲଏଡ ପଲିସି

lloyd's register of shipping
ଲଏଡ଼ଙ୍କର ନୌପରିବହନ ରେଜିଷ୍ଟାର

load
ମାଲ ଲଦିବା, ବୋଝେଇ କରିବା, ଉଠାଇବା


logo