logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

valuation balancesheet (used in life insurance)
ମୂଲ୍ୟାଙ୍କନ ଉଦ୍‌ବୃତ୍ତପତ୍ର (ଜୀବନ ବୀମାରେ ଲାଭ ନିର୍ଣ୍ଣୟ ପାଇଁ)

valuation by group
ବର୍ଗାନୁସାରେ ମୂଲ୍ୟାୟନ

valuation clause
ମୂଲ୍ୟାୟନ ଧାରା

valuation method
ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି

valuation statement
ମୂଲ୍ୟ ନିର୍ଦ୍ଧାରଣ ବିବରଣ

valuator (valuer)
ମୂଲ୍ୟାଙ୍କନକାରୀ

value
ମୂଲ୍ୟ

value above par
ଅଧିମୂଲ୍ୟ

value added tax (VAT)
ଅତିରିକ୍ତ ମୂଲ୍ୟ କର

value analysis
ମୂଲ୍ୟ ବିଶ୍ଳେଷଣ


logo