logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

sailing
ଜଳ ଯାତ୍ରା କରିବା, ପାଲ

salary
ଦରମା, ବେତନ

salary saving scheme
ବେତନ-ସଞ୍ଜୟ-ଯୋଜନା

sale
ବିକ୍ରୟ, ବିକ୍ରୀ

sale and lease back
ବିକ୍ରୟ ତଥା ପଟ୍ଟା

sale by description
ବର୍ଣ୍ଣନା ଅନୁସାରେ ବିକ୍ରି

sale by description
ବର୍ଣ୍ଣନାତ୍ମକ ବିକ୍ରି

sale by sample
ନମୁନାଭିତ୍ତିକ ବିକ୍ରି

sale deed
ବିକ୍ରୟ ଦଲିଲ, କବଲା

saleable
ବିକ୍ରିଯୋଗ୍ୟ


logo