logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

delinquent director
ଅପଚାରୀ/ଅଭିଯୁକ୍ତ ନିର୍ଦ୍ଦେଶକ

delinquent tax
ଆଦତ୍ତ କର

deliverable career
ମାଲ ବୁହା ଗାଡ଼ି

deliverable state
ଚାଲାଣଯୋଗ୍ୟ ସ୍ଥିତି

delivery book
ବସ୍ତୁ କାଗଜ ଆଦି ଅର୍ପଣ ବହି

delivery chalan
ଅର୍ପଣ ଚାଲାଣ

delivery of bills, cheques etc.
ବିଲ୍‌ ଚେକ୍‌ ହସ୍ତାନ୍ତରଣ/ସତ୍ଵାନ୍ତରଣ

delivery of goods
ଦ୍ରବ୍ୟ ଚାଲାଣ

delivery order
ଅର୍ପଣ ଆଦେଶ, ଅର୍ପଣ ନିର୍ଦ୍ଦେଶ

delivery receipt
ଅର୍ପଣ ପ୍ରାପ୍ତି ପତ୍ର/ହସ୍ତାନ୍ତର ପ୍ରାପ୍ତି ପତ୍ର


logo