logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Commerce (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Commerce (English-Oriya)

alien
ବିଦେଶୀ

alienable
ବିକ୍ରୟ ଯୋଗ୍ୟ, ହସ୍ତାନ୍ତର ଯୋଗ୍ୟ

alienate
ସ୍ୱତ୍ୱାନ୍ତର

alignment
ସମରେଖୀକରଣ, ସମଶ୍ରେଣୀକରଣ

alignment scale
ସମରୈଖିକ ମାପକ

all commodity loss insurance (all risk insurance)
ସକଳ ବସ୍ତୁ କ୍ଷତି ବୀମା

all commodity rate
ସମସ୍ତ ପଣ୍ୟଦର, ସର୍ବ ବସ୍ତୁ ଦର

all or any part
ସମସ୍ତ ବା ଆଂଶିକ ପୂର୍ଣ୍ଣ ବା ଆଂଶିକ

all or none
ସମସ୍ତ ବା ଆଦୌ ନୁହେଁ

all rail
ଆଦ୍ୟନ୍ତ ରେଳ ମାର୍ଗ


logo