logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Zoology (English-Oriya)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Zoology (English-Oriya)

Abducent nerve
ଅପବର୍ତ୍ତନୀ ସ୍ନାୟୁ/ଅପକର୍ଷକ ସ୍ନାୟୁ

Abduction
ଅପବର୍ତ୍ତନ, ଅପହରଣ

Abductor
ଅପବର୍ତ୍ତନୀ, ଅପକର୍ଷକ, ଆକର୍ଷକ

Abductor braces
ବଂଧ ଅପବର୍ତ୍ତନୀ

Abductor caudae
ପୁଚ୍ଛ ଅପବର୍ତ୍ତନୀ

Abductor caudae externus
ବାହ୍ୟ ପୁଚ୍ଛ ଅପବର୍ତ୍ତନୀ

Abductor caudae internus
ଆନ୍ତର୍ପୁଚ୍ଛ ଅପବର୍ତ୍ତନୀ

Abductor rami
ଶାଖା ଅପବର୍ତ୍ତନୀ

Abductor muscle
ଅପକର୍ଷକ ପେଶୀ, ଆକର୍ଷକ ପେଶୀ, ଅପବର୍ତ୍ତନୀ ପେଶୀ, ସ୍ଥାନଚ୍ୟୁତକାରୀ ମାଂସପେଶୀ

Aberrant
ବିପଥୀ


logo