logo
भारतवाणी
bharatavani  
logo
Knowledge through Indian Languages
Bharatavani

Glossary of Botany (English-Odia)
A B C D E F G H I J K L M N O P Q R S T U V W X Y Z

Please click here to read PDF file Glossary of Botany (English-Odia)

Ultra-centrifuge
ଦ୍ରୁତ ଅପକେନ୍ଦ୍ରିତ, ଅଲ୍ଟ୍ରା ସେଣ୍ଟ୍ରିଫ୍ୟୁଜ୍‍

Ultra-centrifugation
ଦ୍ରୁତ ଅପକେନ୍ଦ୍ରଣ, ପାରାକେନ୍ଦ୍ରାପସରଣ

Ultra-filtration
ପାରସ୍ରବଣ, ଅତିପରିସ୍ରବଣ

Ultra-microscope
ପାରାଣୁବୀକ୍ଷଣକ

Ultra sonic
ପାରସ୍ୱନିକ

Ultra structure
ପାର ସଙ୍ଗଠନ, ପାର ସଂରଚନା

Ultra textures
ଅତିସୂକ୍ଷ୍ମଗଠନ, ପାରସୂକ୍ଷ୍ମ

Ultrathin
ଅତି କ୍ଷୀଣ, ଅତି ପତଳା

Ultra violet
ପାର ନୀଳଲୋହିତ

Ultraviolet radiation
ପାର ନୀଳଲୋହିତ ବିକିରଣ


logo