Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Zoonotic helminth
ପ୍ରାଣିରୁଜୀୟ କୃମି
Zooparasite
ପ୍ରାଣି ପରଜୀବୀ
Zoophagous
ପ୍ରାଣିଭକ୍ଷୀ, ପ୍ରାଣିଭୋଜୀ
Zoophilous
ପ୍ରାଣିରୋଗୀ
Zoophobic
ପ୍ରାଣିଭୀତ
Zoophyte
ଉଦ୍ଭିଦବତ୍ ପ୍ରାଣୀ, ପ୍ରାଣିପାଦପ
Zoophytology
ଉଦ୍ଭିଦବତ୍ ପ୍ରାଣିବିଜ୍ଞାନ
Zooplankton
ପ୍ରାଣିପ୍ଳବକ, ପ୍ଳବପ୍ରାଣୀ
Zoosis
ପ୍ରାଣିନାଭି
Zootaxy
ପ୍ରାଣିବର୍ଷୀକରଣ
Zootechnics
ପ୍ରାଣିପୋଷଣ ପ୍ରବିଧି
Zootomy
ପ୍ରାଣି ଶରୀରବିଜ୍ଞାନ
Zootoxin
ପ୍ରାଣି ଆବିଷ, ପ୍ରାଣି ବିଷ
Zootrophy
ପ୍ରାଣିସମପୋଷିତା
Zootype
ପ୍ରାଣିପ୍ରତିରୂପ
Zooxanthella
ପୀତକୋଷକ
Zooxauthine
ପୀତଚନ୍ଦ୍ରକ
Zorapteran
ଅଧିର ପକ୍ଷୀ
Zygaena (sphyrna)
ହାତୁଡ଼ି ମୁଣ୍ଡିଆ ମଗର
Zygantrum