भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Zoobenthos

ପ୍ରାଣିନିତଳକ, ନିତନ ପ୍ରାଣୀଜାତ

Zoobiotic

ପ୍ରାଣିଜୀବୀ

Zoochlorella

ପ୍ରାଣିହରିତ୍‌ ଶୈବାଳ

Zoochore

ପ୍ରାଣିପ୍ରକୀର୍ଣ୍ଣ, ପ୍ରାଣିବିକୀର୍ଣ୍ଣ

Zoochoric

ପ୍ରାଣିବିକୀର୍ଣ୍ଣ, ପ୍ରାଣିପ୍ରକୀର୍ଣ୍ଣ

Zoochorous

ପ୍ରାଣିପ୍ରକୀର୍ଣ୍ଣ, ପ୍ରାଣିବିକୀର୍ଣ୍ଣ

Zoocyst

ପ୍ରାଣିପୁଟୀ

Zoocytium

ଜୁସାଇସିଅମ

Zoodeudrium

ପ୍ରାଣିଦ୍ରୁମ

Zooecium

ଜୋଏକ୍‌ଧାନୀ

Zooerythrin

ଲୋହିତଚନ୍ଦ୍ରକ

Zooflagellate

ପ୍ରାଣିକଶାଭୀ

Zoofulerin

ପୀତଚନ୍ଦ୍ରକ

Zoogamete

ଚଳଯୁଗ୍ମନ

Zoogamy

ପ୍ରାଣୀ ଯୌନ ପ୍ରଜନନ

Zoogenaes

ପ୍ରାଣିଜନ୍ୟ

Zoogenesis

ପ୍ରାଣୀଉତ୍ପତ୍ତି

Zoogeographical

ପ୍ରାଣିଭୂଗୋଳୀ, ପ୍ରାଣି ଭୌଗୋଳିକ

Zoogeographical distrubution

ପ୍ରାଣି-ଭୌଗୋଳିକ ବିତରଣ

Zoogeographical realm

ପ୍ରାଣି ଭୌଗୋଳିକ ପରିମଣ୍ଡଳ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App