Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Y-chromosome
y-ଗୁଣସୂତ୍ର
Y-linked
ୱାଇ ସହଲଗ୍ନୀ
Y-organ
y-ଅଙ୍ଗ
Y-psiloid apparatus
y-ରୂପ ଉପକରଣ
Y-punch
y ଛିଦ୍ର
Yak
ଚମରୀ ଗାଈ
Yaring instability
କୁଟିଳ ଅସ୍ଥାୟୀତ୍ଵ
Yaring movement
କୁଟିଳ ଗତି
Yaws fly
ୟଜ ମାଛି
Yearling
ଏକବର୍ଷୀ
Yeast
ଇଷ୍ଟ, ଖମୀର
Yellow cell
ପୀତକୋଷ, ପୀତକୋଶ
Yellow checked tit
ପୀତକପୋଳ ବଲ୍ଗୁହୀ
Yellow dwarf
ପୀତ କାମନତା
Yellow elastic fibre
ପୀତ ଇଲାଷ୍ଟିକତନ୍ତୁ, ପୀତସ୍ଥିତିସ୍ଥାପକ ତନ୍ତୁ
Yellow eyed babler
ହଳଦିଆ ଆଖି କୁଣ୍ଡାଖାଇ
Yellow fever
ପୀତ ଜ୍ଵର
Yellow fever virus
ପୀତଜ୍ଵର ବିଷାଣୁ
Yellow fibre
ପୀତତନ୍ତୁ
Yellow headed wagtail