भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous12Next >

Y-chromosome

y-ଗୁଣସୂତ୍ର

Y-linked

ୱାଇ ସହଲଗ୍ନୀ

Y-organ

y-ଅଙ୍ଗ

Y-psiloid apparatus

y-ରୂପ ଉପକରଣ

Y-punch

y ଛିଦ୍ର

Yak

ଚମରୀ ଗାଈ

Yaring instability

କୁଟିଳ ଅସ୍ଥାୟୀତ୍ଵ

Yaring movement

କୁଟିଳ ଗତି

Yaws fly

ୟଜ ମାଛି

Yearling

ଏକବର୍ଷୀ

Yeast

ଇଷ୍ଟ, ଖମୀର

Yellow cell

ପୀତକୋଷ, ପୀତକୋଶ

Yellow checked tit

ପୀତକପୋଳ ବଲ୍ଗୁହୀ

Yellow dwarf

ପୀତ କାମନତା

Yellow elastic fibre

ପୀତ ଇଲାଷ୍ଟିକତନ୍ତୁ, ପୀତସ୍ଥିତିସ୍ଥାପକ ତନ୍ତୁ

Yellow eyed babler

ହଳଦିଆ ଆଖି କୁଣ୍ଡାଖାଇ

Yellow fever

ପୀତ ଜ୍ଵର

Yellow fever virus

ପୀତଜ୍ଵର ବିଷାଣୁ

Yellow fibre

ପୀତତନ୍ତୁ

Yellow headed wagtail

ପୀତଶୀର୍ଷ ଖଞ୍ଜନ
< previous12Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App