Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Waddler
ଲଘୁପଦଚାରୀ
Wader
ଜଳଗ
Wading bir
ଜଳଗ ପକ୍ଷୀ
Wading foot
ଜଳଗ ପାଦ
Wagtail
ଖଞ୍ଜନ, ଧୋବନ
W-chromozome
w-ଗୁଣସୂତ୍ର
Wagtail large pied
ବଡ଼ ଖଞ୍ଜନ
Wagtail white
ଧଳା ଖଞ୍ଜନ
Wagtail yellow
ହଳଦିଆ ଖଞ୍ଜନ
Waif population
ଅନାଶ୍ରୟୀ ଜନସଂଖ୍ୟା
Walking foot (=leg)
ଗମନପାଦ
Walking reflex
ଗମନ ପ୍ରତିବର୍ତ୍ତ
Wall
ପ୍ରାଚୀର, ଭିତ୍ତି
Wall body
ଦେହଭିତ୍ତି
Wall cell
କୋଷଭିତ୍ତି
Wallance’s line
ୱାଲେସ୍ ରେଖା
Walrus
ୱାଲରସ୍
Waltzer
ଲୋଟକ
Wandering cell
ପରିଭ୍ରମୀ କୋଷିକା
Wandering micronucleus