Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Wingless
ପକ୍ଷହୀନ
Winglet
ପକ୍ଷକ
Wing muscle
ପକ୍ଷପେଶୀ
Wing membrane
ପକ୍ଷ ଝିଲ୍ଲୀ
Wing pad
ପକ୍ଷ ତଳ୍ପ
Wing process
ପକ୍ଷ ବର୍ଦ୍ଧ
Wing quill
ପକ୍ଷପିଚ୍ଛ
Wing venation
ପକ୍ଷଶିରା ବିନ୍ୟାସ
Winter cover
ଶୀତ ଆବରଣ
Winter plumage
ଶୀତ ପକ୍ଷତି
Winter visitor
ଶୀତ ଆଗନ୍ତୁକ
Wolf
ଗଧିଆ
Wolffian body
ଉଲଫୀୟପିଣ୍ଡ
Wolffian duct
ଉଲଫୀୟ ନାଳି
Womb
ଗର୍ଭାଶୟ
Wood pecker
କାଠହଣା
Worker bee
କର୍ମି ମକ୍ଷିକା
Worm
କୃମି
Worm infestation
କୃମି ଗୁସନ
Wren marbler