भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Whistling thush – Himalayan

ହିମାଳୟ କସ୍ତୁରା

White ant

ଉଇ, ବଳ୍କ

White bellied drango

ଧଳାପେଟ କଜଳପାତି

White blood corpuscle

ଶ୍ଵେତରକ୍ତ କଣିକା

White borer

ଶ୍ଵେତବଧକ

White fibre

ଶ୍ଵେତ ତନ୍ତୁ

Wholly miscible

ପୂର୍ଣ୍ଣଚିତାୟା ମିଶ୍ରଣୀକରଣ

Whorl

ଆବର୍ତ୍ତକା

Wier

ବନ୍ଧକ

Wild

ବନ୍ୟ, ବଣ

Wild buffalo

ବଣ ମ‌ଇଁଷି

Wildlife

ବନ୍ୟ ଜୀବନ

Wildness

ବନ୍ୟ

Wild type

ବନ୍ୟପ୍ରରୂପ

Winch

ବିଂଚ, ଚରଖୀୟ

Wind pipe

ଶ୍ଵାସନଳୀ

Wing

ପକ୍ଷ, ପଂଖ

Wing area

ପକ୍ଷ କ୍ଷେତ୍ରଫଳ

Wing beat

ପକ୍ଷ ଆଘାତ

Wing convert

ପକ୍ଷାବସକ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App