Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Water beetle
ଜଳ ଭୃଙ୍ଗ
Water bloom
ଜଳ ଶ୍ଵାସୀ
Water breather
ଜଳ ସମ୍ବର୍ଦ୍ଧ
Water culture
ଜଳ ଚକ୍ର
Water cycle
ଜଳ ଚକ୍ର
Water fowl
ଜଳ କୁକଟ
Water pollution
ଜଳ ପ୍ରଦୂଷଣ
Water pore
ଜଳ ରନ୍ଧ୍ର
Water sac
ଜଳ ମୂଣା, ଜଳ କୋଷ
Water soluble
ଜଳ ବିଲେୟ
Water vacuole
ଜଳ ଧାନୀ
Water vascular system
ଜଳ ସମ୍ବହନୀ ତନ୍ତୁ
Water vessel
ଜଳ ବାହିକା
Wattle
ମାଂସଳ ପାଳି, ଗଳ ପାଳି
Wave
ଢ଼େଉ, ତରଙ୍ଗ
Wave motion
ତରଙ୍ଗ ଗତି
Waxbill
ବାରମାସୀ ଚଢ଼େଇ, ମୋମ ଚଞ୍ଚୁ
Wax chamber
ମହମ କକ୍ଷ, ମହମ କୋଷ
Wax cell
ମହମ କୋଷିକା
Wax filter