भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Upper arm

ଊର୍ଦ୍ଧ୍ଵବାହୁ

Upper eyeled

ଊର୍ଦ୍ଧ୍ଵ ନେତ୍ରପଲକ

Upper jaw

ଊର୍ଦ୍ଧ୍ଵ ହନୁ

Upper lip

ଉପରୋଷ୍ଠ, ଉପର ଓଠ

Upper limb

ଊର୍ଦ୍ଧ୍ଵ ପାଦ

Upper tail covert

ଊର୍ଦ୍ଧ୍ଵ ପୁଚ୍ଛାବରକ

Upper umbilicus

ଊର୍ଦ୍ଧ୍ଵ ପିଚ୍ଛଚ୍ଛିଦ୍ର

Upstroke

ଊର୍ଦ୍ଧ୍ଵଘାତ

Upword

ଊର୍ଦ୍ଧ୍ଵବଳି, ଉପରିମୁଖୀ, ଊର୍ଦ୍ଧ୍ଵମୁଖ, ଊର୍ଦ୍ଧ୍ଵଗାମୀ

Upwelling

ଉସ୍ରବଣ, ଉତ୍‌ପ୍ରବାହ

Urachus

ମୂତ୍ରନାଭିରଜ୍ଜୁ

Ureotelic

ୟୁରିଆ ଉତ୍ସର୍ଗୀ

Ureter

ମୂତ୍ରସାରଣୀ, ମୂତ୍ରବାହୀ

Urethra

ମୂତ୍ରମାର୍ଗ

Ureteric bud

ମୂତ୍ରବାହିନୀୟ କୋରକ

Urethritis

ମୂତ୍ରମାର୍ଗଶୋଥ

Uvial

ୟୁରିଏଲ

Urinary

ମୂତ୍ରୀୟ

Urinary aperture

ମୂତ୍ର ରନ୍ଧ୍ର

Urinary bladder

ମୂତ୍ରାଶୟ

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App