Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Tube
ନଳୀକା
Tuanophore
ଶ୍ଵେତରଙ୍ଗଧାରିକା
Tachygenesis
ଦ୍ରୁତ ବର୍ଦ୍ଧନ, ତ୍ଵରିତ ପରିବର୍ଦ୍ଧନ
Tactile
ସ୍ପର୍ଶାନୁଭବୀ
Tactile cell
ସ୍ପର୍ଶକୋଶ
Tactile hair
ସ୍ପର୍ଶଲୋମ
Tactile organ
ସ୍ପର୍ଶେନ୍ଦ୍ରିୟ
Tadpole
ବେଙ୍ଗଫୁଲା
Taenidium
ସର୍ପିଳ ସୂତ୍ର, ଟେନିଡିୟମ
Tail
ଲାଞ୍ଜ, ପୁଚ୍ଛ
Tail fin
ପୁଚ୍ଛ ପକ୍ଷ
Tailfold
ପୁଚ୍ଛବଳନ
Tailor bird
ଦରଜୀଟିକି ଚଢେଇ
Talon
ଦନ୍ତଜ
Tandem repeats
ଅନୁବଦ୍ଧ ପୁନରାବର୍ତ୍ତ
Tango receptor
ସ୍ପର୍ଶଗ୍ରାହୀ
Tapeworm
ଫିତାକୃମି
Tapetum
ଟାପେଟମ୍
Tarsal (tarsus)
ଗୁଳ୍ଫ
Taste bud