Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Toxic fume
ବିଷାକ୍ତ ଧୂଆଁ
Toxicology
ବିଷ ବିଜ୍ଞାନ
Toxic symptom
ବିଷାକ୍ତ ଲକ୍ଷଣ
Toxin
ବିଷ
Trabecula
ସଂବନ୍ଧକ
Trace element
ସ୍ଵଳ୍ପମାତ୍ରକ ମୌଳିକ ପଦାର୍ଥ, ଲେଶ ତତ୍ତ୍ଵ
Trachea
ଶ୍ଵାସନଳୀ
Tracheate arthropod
ଶ୍ଵାସନଳୀକ ସନ୍ଧିପଦ
Tracheole
ଶ୍ଵାସନଳୀକା
Trailing flagellum
ଅନୁଗ କଶାଭ
Trait
ବିଶେଷକ, ଲକ୍ଷଣ, ବିଶେଷଗୁଣ
Trans amination
ଟ୍ରାନ୍ସଆମିନେସନ୍
Transcription
ଅନୁଲେଖନ
Transduction
ପାରକ୍ରମଣ
Transferring enzyme
ସ୍ଥାନାନ୍ତରୀୟ ବିପାଚକ
Transfer RNA
ସ୍ଥାନାନ୍ତର ଆର୍.ଏନ୍.ଏ
Transformation
ରୂପାନ୍ତରଣ
Transfusion
ଆଧାନ, ପରିଚାରଣ
Transgressive segregation
ଅତିକ୍ରାମୀ ପୃଥକୀକରଣ
Transgenic animal