Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Thecodont
ଗର୍ତ୍ତଦନ୍ତୀ, କୂପଦନ୍ତୀ
Thelytoky
ସ୍ତ୍ରୀଜ, ସ୍ତ୍ରୀଜନନ
Theory
ତର୍ଥ, ବାଦ, ସିଦ୍ଧାନ୍ତ
Theory of evolution
ବିବର୍ତ୍ତନବାଦ
Theory of genic balance
ଜୀନ ସମତୁଳନବାଦ
Theory of performation
ପ୍ରାଗ୍ଭବ ବାଦ
Theory of recapitulation
ପୁନରାବୃତ୍ତିବାଦ
Theory of special creation
ବିଶେଷ ସୃଜନବାଦ
Theory of catastrophism
ପ୍ରଳୟବାଦ
Therapeutic
ଚିକିତ୍ସୀୟ
Thermocline
ତାପପ୍ରବଣତା
Thermogenic
ତାପଜନକ
Thermoreceptor
ତାପଗ୍ରାହୀ
Thermophilicspecies
ତାପରାଗୀ ଜାତି
Thermotaxis
ତାପ ଅନୁଚଳନ
Thermocyte
ସଞ୍ଚୟାଣୁ
Thigh
ଊଋ, ଉରୁ
Thigmotaxis
ସ୍ପର୍ଶାନୁଚଳନ
Third ventricle
ମସ୍ତିଷ୍କ ତୃତୀୟ କୋଟର, ମସ୍ତିଷ୍କ ତୃତୀୟ ନିଳୟ
Thoracic