Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Tegumentary
ଅଧ୍ୟାବରଣୀୟ
Tegumentary nerve
ଅଧ୍ୟାବରଣୀୟ ସ୍ନାୟୁ
Teledendria
ଦ୍ରୁମାନ୍ତ
Teleogical
ଉଦ୍ଦେଶ୍ୟବାଦୀ
Teleoptile
ପୌଢ଼ପିଚ୍ଛ
Teloblast
ଅନ୍ତକୋରକ
Teloblastic band
ଅନ୍ତଃକୋରକୀ ପଟ୍ଟ
Teloblastic mesoderm
ଅନ୍ତଃକୋରକୀ ମଧ୍ୟଜନସ୍ତର
Telocentric
ଅନ୍ତକେନ୍ଦ୍ରୀ
Telolecithal
ଗୋଲାର୍ଦ୍ଧ ପିତ୍ତକୀ
Telomere
ଅନ୍ତଖଣ୍ଡ
Telotrphic ovariole
ଶିର୍ଷପୋଷୀ ଅଣ୍ଡଶୟକ
Telson
ପୁଚ୍ଛଖଣ୍ଡ
Temperate climate
ଶୀତୋଷ୍ଣଜଳବାୟୁ
Temperate fauna
ଶୀତୋଷ୍ଣ ପ୍ରାଣିଜାତ
Temperate glassland
ଶୀତୋଷ୍ଣ ଘାସସ୍ଥଳ
Tensor patagium
ଚର୍ମପ୍ରସର ଆତାନକ
Tensor tympani muscle
କର୍ଣ୍ଣପଟହଃ ତାନିକାପେଶୀ
Tentacle sheath
କର୍ଶିକା ଆଚ୍ଛଦ
Tentacular apparatus