भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

< previous1234567894041Next >

Sterni

ଭରୋସ୍ଥି କୁଟକ, ଭରୋସ୍ଥି ନୌତଳିକା

Stroand

ଗୁଣସୂତ୍ରୀ ରଜ୍ଜୁକ

Stroand viability

ଗୁଣସୂତ୍ରୀ ଜୀବନକ୍ଷମତା

Syndesmochorial placenta

ବିସରିତ ଜରାୟୁ ଯୋଜୀ ଭ୍ରୁଣବନ୍ଧ

Sensory

ଗ୍ରନ୍ଥି ସଂବେଦୀ

Sinus

ନେତ୍ରକୋଟର ଶିରାନାଳ

Sac

ଥଳୀ

Sac branchial

ବ୍ରାଙ୍କୀୟ ଥଳୀ

Sac egg

ଡିମ୍ବସ୍ଥଳୀ

Sac sperm

ଶୁକ୍ରାଣୁ ସ୍ଥଳୀ

Saccular

କୋଷାକାର

Sacculation

କୋଷ ରଚନ

Sacculated

ପୁଟିତ

Sacculated colon

ପୁଟିତ କୋଲନ୍‌

Sacculus

ଗୋଣିକା, ଖେଳେଇ ଆକୃତି

Sacculus rotundus

ବର୍ତ୍ତୁଳ ଗୋଣିକା

Saccus

ପୁଟିକା

Saccus endolymphaticus

ଅନ୍ତର୍ଲସିକ ଥଳୀ

Sacral

ତ୍ରିକାସ୍ଥି, ତ୍ରିକାସ୍ଥୀୟ

Sacral vertebra

ତ୍ରିକ କଶେରୁକ
< previous1234567894041Next >

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App