Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Quadrant
ଚଉଠ, ଚତୁର୍ଥାଂଶ
Quadrate
ଚତୁଷ୍ଟ, କ୍ଵାଡ୍ରେଟ
Quadrato-jugal
ଚତୁଷ୍ଟ-ଜୁଗାଲ, କ୍ଵାଡ୍ରାଟୋ-ଜୁଗାଲ
Quadriceps
ଚତୁଃଶିରଷ୍ଟ, ଚତୁଃଶିର ମାଂସପେଶୀ
Quadridentete
ଚତୁଃଦନ୍ତ
Quadriflagellate
ଚତୁଷ୍କଶାଭୀ
Quadrilateral
ଚତୁଃଭୁଜ
Quadrilateral plate
ଚତୁର୍ଭୁଜ ପଟ
Quadrinucleate cyst
ଚତୁର୍ନ୍ୟଷ୍ଟୀୟ କୋଷ୍ଠିକା
Quadripedal
ଚତୁସ୍ତପୀ
Quadripolar spindle
ଚତୁଧ୍ରୁର୍ବ କଣ୍ଡା
Quadriradiate
ଚତୁରରୀୟ (ଚାରି ଅର ସମ୍ବନ୍ଧୀୟ)
Quadritubercular
ଚତୁଃଗୁଳିକ
Quadrivalent
ଚତୁଃ ସଂଯୋଗ
Quadruped
ଚତୁଷ୍ପଦ
Quail
ବର୍ତ୍ତକ
Qualitative variation
ଗୁଣାତ୍ମକ ବିଭେଦନ
Quantitative variation
ପରିଣାତ୍ମକ ବିଭେଦନ
Quarantine
ସଙ୍ଗରୋଧ
Quart ernary consumer