भारतीय भाषाओं द्वारा ज्ञान

Knowledge through Indian Languages

Dictionary

Glossary of Zoology (English-Odia)

Commission for Scientific and Technical Terminology (CSTT)

A B C D E F G H I J K L M N O P Q R S T U V W X Y Z

ଶବ୍ଦକୋଷର ପରିଚୟାତ୍ମକ ପୃଷ୍ଠାକୁ ଦେଖିବା ପାଇଁ ଦୟାକରି ଏହିଠାରେ କ୍ଲିକ କରନ୍ତୁ।
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary

Paired finfold

ଯୁଗ୍ମ ପକ୍ଷପୁଟ

Paired limb

ଯୁଗ୍ମ ଅବୟନ

Palaearetic realm (region)

ପେଲିଆରଟିକ୍‌ ପରିମଣ୍ଡଳ

Paleontology

ପ୍ରତ୍ନଜୀବ ବିଜ୍ଞାନ, ଜୀବାଷ୍ମ ବିଜ୍ଞାନ

Paleobiology

ପୁରାଜୀବ ବିଜ୍ଞାନ

Paleozoology

ପ୍ରାଣୀ ଜୀବାଷ୍ମ ବିଜ୍ଞାନ

Palate

ତାଳୁ

Palatine

ତାଲବ୍ୟ

Palatine bone

ତଳ୍ଵାସ୍ଥି

Paleocene

ପୁରା ନୂତନ

Palm

କରତଳ

Palaeozoic

ପୁରାଜୀବୀ

Pallial cavity

ପ୍ରାବର ଗହ୍ଵର

Pallial complex

ପ୍ରବାର ଅଙ୍ଗ ସମୂହ

Pallial nerve

ପ୍ରାବର ସ୍ନାୟୁ

Palp

ସ୍ପର୍ଶକ

Palp maxillary

ମେକ୍‍ସିଲିୟ ସ୍ପର୍ଶକ

Palpal organ

ସ୍ପର୍ଶ ପାଦାଙ୍ଗ, ସ୍ପର୍ଶାଙ୍ଗ

Palpus

କୀଳକ, ସ୍ପର୍ଶକ

Pamprodactyle

ଅଗ୍ରାଙ୍ଗୁଳିକା

Languages

Dictionary Search

Loading Results

Quick Search

Follow Us :   
  भारतवाणी ऐप डाउनलोड करो
  Bharatavani Windows App