Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Peri-intestinal sinus
ପର୍ଯ୍ୟନ୍ତ କୋଟର
Peri mysium
ପେଶୀଚ୍ଛଦ
Perineum
ଅଧିଗୁଦ ଛଦ
Perineal gland
ଅଧିଗୁଦ ଗ୍ରନ୍ଥି
Peri nephrostomial ampulla
ପରିବୃକ୍କକ୍ ମୁଖ ତୁମ୍ବିକା
Peri neurium
ପରିସ୍ନାୟୁ
Period
କଳ୍ପ
Peri-esophageal commissure
ପରିନିଗଳ ସନ୍ଧାୟୀ
Periosteal ossification
ପର୍ଯ୍ୟସ୍ଥି ଅସ୍ଥିଭବନ
Periosteum
ପରି ଅସ୍ଥିକା
Periotic bone
ପରି କର୍ଣ୍ଟାସ୍ଥି
Peripharyngeal connective
ପରିଗ୍ରସନୀ ସଂଯୋଜୀ
Peripheral
ପ୍ରାନ୍ତସ୍ଥ, ପରିଧିୟ
Periplasm
ପରିକୋଷରସ
Periplast
ପେରିପ୍ଳାଷ୍ଟ
Peripneustic
ପରିଶ୍ଵାସ ରନ୍ଧ୍ରୀ
Periproct
ପରିଗୁଦ
Perisare
ପର୍ଯ୍ୟାବରକ
Perisome
କଣ୍ଟକ ଦେହୀତ୍ଵକ
Peristalsis