Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Oar
କାତ, ଆହୁଲା
Oar shaped
କାତରୂପୀ, କାତ ଆକାର
Obesity
ସ୍ଥୂଳତା
Obligate
ଅବିକଳ୍ପୀ
Obligate parasite
ଅବିକଳ୍ପୀ ପରଜୀବୀ
Obligate symbiont
ଅବିକଳ୍ପୀ ସହଜୀବୀ
Oblique muscle
ତିର୍ଯ୍ୟକ ପେଶୀ
Oblique septum
ତିର୍ଯ୍ୟକ ପଟ
Oblong
ଆୟତକାର
Observation
ପର୍ଯ୍ୟବେକ୍ଷଣ
Obturator foramen
ଗବାକ୍ଷରନ୍ଧ୍ର
Obturator nerve
ଗବାକ୍ଷ ସ୍ନାୟୁ
Ocean
ସମୁଦ୍ର/ସାଗର
Oceanarium
ସମୁଦ୍ରଶାଳା
Oceanobiocycle
ସାଗର ଜୈବ ଚକ୍ର
Oceanic ecosystem
ସମୁଦ୍ରୀ ପରିତନ୍ତ୍ର
Oceanodromous
ଲବଣଜଳ ପ୍ରବାସୀ, ସାଗର ପ୍ରବାସୀ, ସମୁଦ୍ରଗାମୀ
Ocellar spot
ନେତ୍ରକ ବିନ୍ଦୁ
Ocellus
ନେତ୍ରକ
Occipital