Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Oesophageal pouch
ନିଗଳ କୋଷ୍ଠ
Oestrus
ସ୍ତ୍ରୀ କାମୋନ୍ମତତା
Oestrus cycle
ସ୍ତ୍ରୀ କାମୋନ୍ମତ ଚକ୍ର, ମଦଚକ୍ର
Offspring
ଅପତ୍ୟ, ସନ୍ତାନ ସନ୍ତତି
Oil beetle
ତୈଳଭୃଙ୍ଗ
Oil gland (=preen gland)
ତୈଳ ଗ୍ରନ୍ଥି
Oil globule
ତୈଳ ଗୋଲକ
Oil immersion
ତୈଳ ନିମଜ୍ଜନ
Olecranon fossa
କଫୋଣିଖାତ, କଫୋଣି ଗର୍ତ୍ତ
Olecranon process
କଫୋଣି ପ୍ରବର୍ଦ୍ଧ
Olfaction
ଘ୍ରାଣକୀୟ, ଘ୍ରାଣବୋଧ
Olfactory
ଘ୍ରାଣ ଗ୍ରାହୀ, ଗନ୍ଧ ଗ୍ରାହୀ
Olfactory capsule
ଘ୍ରାଣ ସଂପୁଟ
Olfactory lobe
ଘ୍ରାଣ ପାଳି
Olfactory nerve
ଘ୍ରାଣ ସ୍ନାୟୁ
Olfactory peduncle
ଘ୍ରାଣ ବୃନ୍ତ
Olfactory pit
ଘ୍ରାଣ ଗର୍ତ୍ତ
Oligocene
ସ୍ଵଳ୍ପ ନୂତନ, ଅଲିଗୋସିନ କଳ୍ପ
Oligogene
ଅଳ୍ପ ଜୀନ୍
Oligogene haline