Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Neural arch
ସ୍ନାୟବୀୟ ଖିଲାଣ
Neural canal
ସ୍ନାୟବୀୟ ନାଳୀ
Neural crest
ସ୍ନାୟୁ ଶିଖର, ସ୍ନାୟବୀୟ ଶିଖର
Neural column
ସ୍ନାୟବୀୟ ସ୍ତମ୍ଭ
Neural groove
ସ୍ନାୟବୀୟ ଖାଞ୍ଚ
Neural fold
ସ୍ନାୟବୀୟ ଭାଙ୍ଗ
Neural inhibition
ସ୍ନାୟବୀୟ ସଂଦମନ
Neural plate
ସ୍ନାୟବୀୟ ଫଳକ
Neural region
ସ୍ନାୟବୀୟ କ୍ଷେତ୍ର
Neural spine
ସ୍ନାୟବୀୟ କଣ୍ଟକ
Neuration
ସ୍ନାୟୁ ବିନ୍ୟାସ
Neuro-enteron
ସ୍ନାୟୁ ଅନ୍ତ ପ୍ରଣାଳୀ
Neurolemma
ସ୍ନାୟୁ ପଟଳ
Neurocoel
କେନ୍ଦ୍ରୀୟ ସ୍ନାୟୁ ଗହ୍ଵର
Neuro – cranium
ସ୍ନାୟୁ କରୋଟି
Neuro-fibril
ସ୍ନାୟୁତନ୍ତୁକ
Neuroglia
ସ୍ନାୟୁ ଗୁଚ୍ଛ
Neuromast organ
ସ୍ନାୟବୀୟ ସଂବେଦନ ଅଙ୍ଗ
Neurocyte, neuron, neurone
ସ୍ନାୟୁକୋଶ
Neurology