Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Nemazoid
ପ୍ରତିରକ୍ଷୀ ଜୁଏଡ଼
Neoplasm
ନବଦ୍ରବ୍ୟ
Neoplastic
ନବଦ୍ରବୀୟ, ଅର୍ବୁଦୀୟ
Neotaxonomy
ନବ ପ୍ରାଣୀବର୍ଗୀକରଣ
Neotechnic
ନୂତନ ପ୍ରଣାଳୀ, ଅଭିନବ କୌଶଳ
Neoteny
ଚିରଶୂକ ଅବସ୍ଥା, ନିଓଟେନି, ଚିରଭ୍ରୁଣ ଅବସ୍ଥା
Neolithic
ନବ ପ୍ରସ୍ତରଯୁଗୀୟ
Neotropical
ନୂତନ ଭସ୍ମ ମଣ୍ଡଳ
Neotype
ନବ ପ୍ରରୂପ
Neo-virus
ନବ ବିଷାଣୁ
Neo-vitamin
ନବ ଜୀବସାର
Neo-zoic
ନବ ଜୀବୀୟ
Nephridia
ଆଦିବୃକକ୍
Nephridiopore (nephridial aperture)
ଆଦି ବୃକ୍କକ୍ ରନ୍ଧ୍ର
Nephridial complex
ଆଦି ବୃକ୍କକୀୟ ଗୁଚ୍ଛ
Nephridio stome
ଆଦି ବୃକକ୍ ମୁଖ
Nephridial gland
ଆଦି ବୃକ୍କୀୟ ଗ୍ରନ୍ଥି
Nephridial system
ଆଦି ବୃକକୀୟ ତନ୍ତ୍ର
Nephritis
ବୃକକ୍ଶୋଥ
Nephroblast