Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Nauplius larva
ନିଉପ୍ଲିଅସ୍ ଶୂକ
Nautiloid
ନଟିଲସ୍ ଆକୃତି
Naval
ନାଭି
Neanderthal man
ନିଅନ୍ଡ଼ରଥାଲ ମାନବ
Nearctic
ନୂତନ ସୁମେରୁ ମଣ୍ଡଳ
Nebenkeron (para nucleus)
ଅରୁନ୍ୟଷ୍ଟୀ, ପରାନ୍ୟଷ୍ଟୀ
Neck
ଗ୍ରୀବା, ବେକ
Neck of tooth
ଦନ୍ତ ମଧ୍ୟ
Neck organ
ଗ୍ରୀବାଙ୍ଗ
Neckrobiont
କ୍ଷତ ଅଙ୍ଗ
Necrobiosis
ମରଣୋତ୍ତର ସକ୍ରିୟତା
Necrocytosis
କୋଶ ଦ୍ରବ୍ୟ କ୍ଷୟ
Necrophase
ମୃତ ଭକ୍ଷୀ
Necrosis
ଉତ୍ତପକ୍ଷୟ
Nectar
ମକରନ୍ଦ
Negative eugenies
ଅପଜନନ ବିରୋଧ, ନକାରାତ୍ମକ ସୃଜର୍ନିକା
Negative heteropicnosis
ମନ୍ଦ ବିଷମ ଢ଼ାନୀ ଭବନ
Negative reaction (negative response)
ନାସ୍ତିସୂଚକ ପ୍ରତିକ୍ରିୟା
Nema
ସୂତ୍ରକ
Nematohelminlhes