Glossary of Zoology (English-Odia)
Commission for Scientific and Technical Terminology (CSTT)
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
Non-infectious
ଅସଂକ୍ରାମକ
Non-nutritive
ଅପୋଷକ
Non-phylogenetic
ଅଜାତି ବୃତ୍ତିୟ
Non-pathogenic
ନିରୋଗଜନକ
Non-toxic
ବିଷହୀନ
Non-venomous
ବିଷହୀନ
Non-viable egg
ବର୍ଦ୍ଧୟ ଅକ୍ଷମ ଅଣ୍ଡା
Non-adrenalin
ନର ଅଡ୍ରୋନାଲିନ୍
Nose
ନାକ, ନାସା
Nostrial
ନାସାଦ୍ଵଅର
Notch
ଖାପ, ଖାଞ୍ଚ
Notochord
ପୃଷ୍ଠ ରଜ୍ଜୁ
Notochordal canal
ପୃଷ୍ଠରଜ୍ଜୁ ନାଳ
Notochordal groove
ପୃଷ୍ଠରଜ୍ଜୁ ପ୍ରସୀତା
Noto chordal sheath
ପୃଷ୍ଠରଜ୍ଜୁ ଆବରଣ
Notopodium
ଅଗ୍ରପାର୍ଶ୍ଵପାଦ
Notum
ବକ୍ଷ ପୃଷ୍ଟକ
Noxious stimulus
ପୀଡ଼ା ଉଦ୍ଦୀପନ
Nuchal cartilage
ଗ୍ରୀବା ଉପାସ୍ଥି
Nuclear